କଟକ ଶିଶୁଭବନ ଅନ୍ଧାର, ଜେନେରେଟରରେ ନାହିଁ ତେଲ

ଭୁବନେଶ୍ୱର(ରାଜ୍ୟକାହାଣୀ) କଟକ ଶିଶୁଭବନ ଅନ୍ଧାର। ଶିଶୁଭବନ ପୁରୁଣା କୋଠାରେ ଲାଇନ୍ ନ ଥିବାରୁ ଅନ୍ଧାରରେ ରୋଗୀ। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ।ସେପଟେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ିଯିବା ପରେ ଏହି ସମସ୍ୟା ଦେଖାଦେଉଛି। ଟ୍ରାନ୍ସଫର୍ମର ମରାମତି ହେଉଛି ଓ ଖୁବ୍‌ଶୀଘ୍ର ଜେନେରେଟର ସଂଯୋଗ କରାଯିବ ବୋଲି କହିଛନ୍ତି ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ପ୍ରଭାକର ମିଶ୍ର।ତେବେ ଡିଜିରେ ତେଲ ଅଭାବରୁ ଏହି ସମସ୍ୟା ଦେଖାଦେଇଛି।

Leave A Reply

Your email address will not be published.

15 + seven =