ଦୀର୍ଘ ୬ବର୍ଷ ୪ମାସ ପରେ ଜମ୍ମୁ-କାଶ୍ମୀରରୁ ହଟିଛି ରାଷ୍ଟ୍ରପତି ଶାସନ।

ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରୁ ଉଠିଲା ରାଷ୍ଟ୍ରପତି ଶାସନ । ରବିବାର ବିଳମ୍ବିତ ରାତିରେ ଏହାକୁ ହଟାଇ ଦିଆଯାଇଛି । ୨୦୧୯ରେ ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ୭ ବର୍ଷ ୪ ମାସ ଧରି ରାଷ୍ଟ୍ରପତି ଶାସନ ଲାଗୁ ରହିଥିଲା । ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ଏଠାରେ ନୂତନ ସରକାର ଗଠନ ପାଇଁ ଚାଲିଛି ପ୍ରସ୍ତୁତି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛି। ଏନ୍‌ସି ମେଣ୍ଟକୁ ନ୍ୟାସନାଲ କନଫରେନ୍ସକୁ ୪୯ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ ଟି ଆସନ ମିଳିଛି। ଆସନ୍ତାନୂତନ ସରକାର ଗଠନ ପାଇଁ ଓମାର ଅବଦୁଲ୍ଲାଙ୍କ ଲାଗି ବାଟ ଫିଟିଛି। ଆସନ୍ତା ୧୬ ତାରିଖରେ ଏଠାରେ ଏନସି ମେଣ୍ଟ ସରକାର ଶପଥ ଗ୍ରହଣ କରିବା ନେଇ ସୂଚନା ମିଳିଛି। ଏନସିର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଜମ୍ମୁ-କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। 

Leave A Reply

Your email address will not be published.

fourteen − 8 =