ନକଲି ଗୁଟ୍‌ଖା କାରଖାନାରେ ଚଢାଉ

ଭୁବନେଶ୍ୱର(ରାଜ୍ୟକାହାଣୀ)  ବ୍ରହ୍ମପୁର ସଦର ଥାନା ବାଉଁଶିଆପଲ୍ଲୀ ସ୍ଥିତ ବେଆଇନ ଗୁଟଖା କାରଖାନାରେ ପୁଲିସ ଚଢ଼ାଉ କରିଛି।କାରଖାନାରେ ନିୟୋଜିତ ୫ଜଣ କର୍ମଚାରୀ ଓ ମାଲକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ପୂର୍ବରୁ ଗୁଟଖା କାରାଖାନାର ମାଲିକ ନରେନ୍ଦ୍ର ସାହୁ ତିନି ଥର ଗିରଫ ହୋଇଥିବା ସୂଚନା ମିଳିଛି। ଏହି ଚଢାଉରେ ପୋଲିସକୁ ବିପୁଳ ପରିମାଣର ଗୁଟ୍‌ଖା ଜବତ ହୋଇଛି । ତେବେ ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । 

Leave A Reply

Your email address will not be published.

fifteen − two =