ଆସିଲା ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍‌ ପରୀକ୍ଷା ତାରିଖ

ଭୁବନେଶ୍ୱର(ରାଜ୍ୟକାହାଣୀ) ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍‌ ପରୀକ୍ଷା ପାଇଁ ତାରିଖ ପ୍ରକାଶ ପାଇଛି। ଅକ୍ଟୋବର ୨୭ ତାରିଖରେ ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା ନେଇ ଓଡିଶା ଜନସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପରୀକ୍ଷା ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ପରୀକ୍ଷାର୍ଥୀ http://opsc.gov.in ରେ ଲଗ୍ ଅନ୍ କରିବାକୁ ପରାମର୍ଶ ଦିଆଯାଇଛି ।ଓପିଏସସି, ଓଡିଶା ଲୋକସେବା ଆୟୋଗ କରୁଛି ଏହି ପରୀକ୍ଷା। 

Leave A Reply

Your email address will not be published.

eleven + sixteen =