ଭିଜିଲାନ୍ସ ଜାଲରେ ଭଦ୍ରକର କାଡା ଅଫିସର ଯନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ଭିଜିଲାନ୍ସ ଜାଲରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀ ବିଜୟ ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କ ଘରେ ଭିଜିଲାନ୍ସ ରେଡ୍। ଭଦ୍ରକ ଟାଉନର ସମରାଇପୁରରେ ଶ୍ରୀ ମହାନ୍ତିଙ୍କ ତିନି ମହଲା କୋଠା, ବାଲେଶ୍ୱର ଜିଲ୍ଲା ବସ୍ତାର ନରସିଙ୍ଗଡିହାରେ

କେରଳର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଭିଡି ସତୀଶନ

କେରଳ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ଦଶ ଦିନ ପରେ, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଆଜି ଶେଷ ହୋଇଛି।କଂଗ୍ରେସ କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭିଡି ସତୀଶନଙ୍କୁ ନାମ ଘୋଷଣା କରିଛି କଂଗ୍ରେସ ।ଭିଡି ସତୀଶନ କେରଳରୁ ଛଅ ଥର ବିଧାୟକ ରହିସାରିଛନ୍ତି। କେରଳ

ଆଜିଠୁ 20 ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ

ଆଜିଠୁ 20 ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ ହୋଇଛି। ଏଥିପାଇଁ ପଂଜୀକରଣ କରିଛନ୍ତି ୩ ଲକ୍ଷ ୭୫ ହଜାର ୫୫୬ ଜଣ ଚାଷୀ।ରାଜ୍ୟରେ ୨୦ ଲକ୍ଷ ମେଟ୍ରିକ ଟନ୍ ରବି ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ରବି ଧାନ କିଣିବାର ସମୟ ସୀମା ମେ’ ୧ରୁ ଆରମ୍ଭ ହୋଇ ଜୁନ୍ ୩୦ରେ ସରିବ। ।ତେବେ

ଆମର ଭବିଷ୍ୟତ ଉଜ୍ଜ୍ୱଳ ହେବ। ଆପଣ ଜଣେ ମହାନ ନେତା- ଟ୍ରମ୍ପ

ଆମର ଭବିଷ୍ୟତ ଉଜ୍ଜ୍ୱଳ ହେବ। ମୁଁ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛି। ଆପଣ ଜଣେ ମହାନ ନେତା। ମୁଁ ସମସ୍ତଙ୍କୁ ଏହା କହୁଛି। ଆଜି ବେଜିଂରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଏପରି କହିଛନ୍ତି। ବୈଠକ ସମୟରେ ଜିନପିଙ୍ଗ ଏବଂ ଟ୍ରମ୍ପ ଉଭୟ

ବିଦେଶକୁ ଚିନି ରପ୍ତାନୀ ବନ୍ଦ କଲା ଭାରତ

ବିଦେଶକୁ ଚିନି ରପ୍ତାନୀ ବନ୍ଦ କଲା ଭାରତ। କଞ୍ଚା, ଧଳା ଏବଂ ବିଶୋଧିତ ଚିନିର ରପ୍ତାନି ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ନିଷେଧ ରହିବ। ଏହି ନିଷେଧ ଆହୁରି ବୃଦ୍ଧି କରାଯାଇପାରେ। ଦେଶ ଭିତରେ ଚିନି ଦର ନିୟନ୍ତ୍ରଣରେ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ

ରାଷ୍ଟ୍ରାୟତ୍ତ କମ୍ପାନୀର ତେଲ ଯୋଗାଣ ହ୍ରାସ ;ମିଳୁନି ପେଟ୍ରୋଲ କି ଡିଜେଲ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହର୍ମୁଜ୍‌ ପ୍ରଣାଳୀରେ ତୈଳ ଯୋଗାଣ ପ୍ରଭାବିତ କାରଣରୁ ଭାରତରେ ଏବେ ପେଟ୍ରୋଲ, ଡିଜେଲ ଆଦି ଯୋଗାଣ ବାଧାପ୍ରାପ୍ତ ହୋଇଛି।ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ପମ୍ପଗୁଡ଼ିକୁ ଆବଶ୍ୟକ ମୁତାବକ ତୈଳ ବୋଝେଇ ଗାଡ଼ି ଛାଡ଼ୁ ନାହାନ୍ତି। ଫଳରେ ପେଟ୍ରୋଲ

ବଢିବ କି ପେଟ୍ରୋଲ ଦାମ୍‌! RBI ଗଭର୍ନର ଦେଲେ ବଡ଼ ସଙ୍କେତ

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳ ଦର । ଏହା ପ୍ରଭାବରେ ଭାରତରେ ତେଲ ସଂକଟ ଦେଖାଦେଲାଣି ।ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯଦି ଏହି ଉତ୍ତେଜନା ଦୀର୍ଘ ସମୟ ପାଇଁ ଜାରି ରହେ, ତେବେ ଦେଶରେ ପେଟ୍ରୋଲ

ମଣିଷ ଜୀବନ ଆରମ୍ଭରୁ ମୃତ୍ୟୁ ପର୍ଯ୍ୟନ୍ତ ନର୍ସମାନେ ହିଁ ପାଖରେ ଥାନ୍ତି: ସାଂସଦ ଅପରାଜିତା ଷଡ଼ଙ୍ଗୀଆଇଏମ୍‌ଏସ୍ ଆଣ୍ଡ ସମ…

ଭୁବନେଶ୍ୱର,( ରାଜ୍ୟ କାହାଣୀ)ଶିଶୁଟି ଜନ୍ମ ହେବା ଠାରୁ ଆରମ୍ଭ କରି ମନୁଷ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ନର୍ସମାନେ ହିଁ ପାଖରେ ଥାଆନ୍ତି । ମହାବାତ୍ୟା ହେଉ ଅଥବା କୋଭିଡ ମହାମାରୀ ଯେକୌଣସି ବିପର୍ଯ୍ୟୟ ସମୟରେ ନର୍ସମାନେ ହିଁ ନୀରବ ଯୋଦ୍ଧା ଭଳି ଅନବରତ ସେବା ପ୍ରଦାନ କରି

ତିନି ମାସ ପାଇଁ ଅନେକ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କରିବାର ଘୋଷଣା କଲା ଏୟାର ଇଣ୍ଡିଆ

ଏୟାର ଇଣ୍ଡିଆ ଆନ୍ତର୍ଜାତୀୟ ଯାତ୍ରୀଙ୍କୁ ବଡ଼ ଝଟକା ଦେଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁଁ ସାରା ବିଶ୍ୱରେ ଇନ୍ଧନ ଅଭାବ ସୃଷ୍ଟି ହୋଇଛି । ଯାହା ଜେଟ୍ ଇନ୍ଧନ ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିଛି । ପଶ୍ଚିମ ଏସିଆ ବିବାଦ, ବୃଦ୍ଧି ପାଉଥିବା ଜେଟ୍ ଇନ୍ଧନ ମୂଲ୍ୟ ଏବଂ ପ୍ରମୁଖ

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ; ଅଧା ହେଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌

ଭୁବନେଶ୍ୱର (ରାଜ୍ୟକାହାଣୀ )ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ତୈଳ ସଂକଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ, ବିଶେଷକରି ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ