Browsing Category

ରାଜ୍ୟ କାହାଣୀ

କିସ୍‍ ଫାଉଣ୍ଡେସନ୍‍ର ସହାୟତା: ବଦଳିଲା ୪ ଅନାଥ ଝିଅଙ୍କ ଭାଗ୍ୟ

ଭୁବନେଶ୍ୱର(ରାଜ୍ୟକାହାଣୀ)କିସ୍‍ ଫାଉଣ୍ଡେସନ୍‍ ଯୋଗୁଁ ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ରଘୁରାଜପୁର ଗ୍ରାମର ୪ ଅନାଥ ଭଉଣୀଙ୍କ ଭାଗ୍ୟ ବଦଳିଯାଇଛି । ସେମାନଙ୍କ ମୁହଁରେ ଆଜି ହସ ଫୁଟିଛି । ପୂର୍ବ ପ୍ରତିଶ୍ରୁତି ମୁତାବକ କିସ୍‍ ଫାଉଣ୍ଡେସନ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଉକ୍ତ ୪

ଜନ ଅଭିଯୋଗ ଶୁଣାଣୀରେ ଆସିଥିବା ଅଭିଯୋଗ ସମାଧାନ ସମୀକ୍ଷା

ଭୁବନେଶ୍ବର(ରାଜ୍ୟକାହାଣୀ): ଜନ ଅଭିଯୋଗ ଶୁଣାଣିରେ ଆସିଥିବା ଅଭିଯୋଗ ସମାଧାନର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ସିଏମଓ କରିଥିବା ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣିରେ ଲୋକ ଜଣାଇଥିବା ଅଭିଯୋଗ ସମ୍ପର୍କରେ ସବୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ୫ଟି ସଚିବ

କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର(ରାଜ୍ୟକାହାଣୀ): କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଗତ ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥି ତଥା ରାଜ୍ୟ କାଉନସିଲ ସଦସ୍ୟ ରଞ୍ଜନ ପଲେଇଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ଶଙ୍ଖଭବନଠାରେ ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ

ସମ୍ମମ୍‌ରେ ପ୍ରଥମ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ

ଭୁବନେଶ୍ୱର(ରାଜ୍ୟକାହାଣୀ) : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ମଙ୍ଗଳବାର ପ୍ରଥମ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ହେଲ୍‌ଥ ରେକର୍ଡ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ମେଡିକାଲ୍ ରେକର୍ଡ୍ସକୁ ଅଧିକ ଗୁରୁତ୍ୱ ଦିଆଯିବା ପରିପ୍ରେକ୍ଷୀରେ ସାରା ଦେଶରେ ଏହି

‘ସଷ୍ଟେନେବଲ ଏଗ୍ରିକଲ୍‌ଚର: ଥିଓରି ଆଣ୍ଡ ପ୍ରାକ୍‌ଟିସେସ’ ଉନ୍ମୋଚିତ

ଭୁବନେଶ୍ୱର(ରାଜ୍ୟକାହାଣୀ):“ସଷ୍ଟେନେବଲ ଏଗ୍ରିକଲ୍‌ଚର: ଥିଓରି ଆଣ୍ଡ ପ୍ରାକ୍ଟିସେସ୍‌” ଶୀର୍ଷକ ତଥା ଶ୍ରୀ ବିଦ୍ୟାଧର ମହାରଣା ଓ ପ୍ରଫେସର ସୁବୋଧ କୁମାର ସାହୁଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ଗତ ରବିବାର ଦିନ ଏଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଛି ।ପୁସ୍ତକଟିକୁ ରାଜସ୍ୱ

ଅବ୍ୟବହୃତ ଶିଳ୍ପ ଜମିକୁ ପୁନଃବିକାଶ କରିବେ ରାଜ୍ୟ ସରକାର

ଭୁବନେଶ୍ୱର(ରାଜ୍ୟକାହାଣୀ)ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଜନସାଧାରଣଙ୍କ ଅଭିଯୋଗର ସମାଧାନ କରିବା ଲାଗି ସିଏମଓ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ସରକାର। ଏହି ସମୀକ୍ଷା ବୈଠକରେ ୫-ଟି ସଚିବ ଭି.କେ.

ସୌମ୍ୟଙ୍କୁ ଉପସଭାପତି ପଦରୁ ବହିଷ୍କାର କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର(ରାଜ୍ୟକାହାଣୀ):ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦରୁ ବହିଷ୍କାର କରିଛନ୍ତି । ମହଙ୍ଗା ପଡ଼ିଲା ଦଳ ବିରୋଧୀ ମନ୍ତବ୍ୟ। ସୌମ୍ୟ ତାଙ୍କ ସମ୍ପାଦନାରେ ପରିଚାଳିତ ଖବରକାଗଜ ସମ୍ବାଦରେ ସଂପାଦକୀୟରେ ବିଜେଡି ଓ

ସୋଆରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍: କୌସ୍ତଭ ଦାସ ଚାମ୍ପିଅନ

ଭୁବନେଶ୍ୱର(ରାଜ୍ୟକାହାଣୀ): ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଦୁଇ ଦିନିଆ ଅଲ୍ ଓଡ଼ିଶା ସ୍କୁଲ୍ ଚେସ୍ ଚାମ୍ପିଅନ୍‌ସିପ ଶନିବାର ଉଦ୍‌ଯାପିତ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇଛନ୍ତି କୌସ୍ତଭ ଦାସ । ଭୁବନେଶ୍ୱର ସେଂଟ ଜାଭିୟର୍ସ ହାଇସ୍କୁଲ, କେଦାରଗୌରୀର ଛାତ୍ର

ଭିନ୍ନକ୍ଷମ ବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ ରାଜ୍ୟପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର(ରାଜ୍ୟକାହାଣୀ):ବାଲେଶ୍ଵର ଜିଲ୍ଲାର ମିଶନ୍ କମ୍ପାଉଣ୍ଡ ଭିନ୍ନକ୍ଷମ ବିଦ୍ୟାଳୟଟି ବିଭିନ୍ନ ଅବ୍ୟବସ୍ଥା ନେଇ ଗତି କରୁଥିବା ନେଇ ଅଭିଯୋଗ ହୋଇଛି। ଏଠାରେ ଦୃଷ୍ଟିହୀନ,ବଧିର, ମାନସିକ ଅନଗ୍ରସର ୮୬ ଛାତ୍ର ଛାତ୍ରୀ ମାନେ ରହି ପାଠ ପଢ଼ୁଛନ୍ତି। ବିଦ୍ୟାଳୟ ଟି ୧୯୮୭ ମସିହା ଠାରୁ

ଲଳିତକଳା ପୀଠର ୬୭ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର(ରାଜ୍ୟକାହାଣୀ):ଲଳିତକଳା ପୀଠର ୬୭ତମ ବାର୍ଷିକ ଉତ୍ସବ ଜୟଦେବ ଭାବନାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହୋଇଥିବା ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ପୂର୍ବାହ୍ନରେ ନୃତ୍ୟ ପ୍ରତିଯୋଗିତାକୁ