ଆଶ୍ଚର୍ଯ୍ୟ,ମାତ୍ର ୪୬ ରନରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ ।

ବେଙ୍ଗାଲୁରୁରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଆଜି ପ୍ରଥମ ଟେଷ୍ଟର ୨ୟ ଦିନ ଥିବା ବେଳେ ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଭାରତ ଅଲ୍‌ଆଉଟ୍‌ ହୋଇଛି । ୫ଜଣ ଖେଳାଳି ଶୂନରେ ଆଉଟ ହୋଇଛନ୍ତି । ବିରାଟ କୋହଲି,

ଏଣିକି ୪ ମାସ ନୁହେଁ, ୨ ମାସ ପୂର୍ବରୁ କରିହେବ ଟ୍ରେନ୍ ଟିକେଟ୍ ବୁକିଂ।

ଭାରତୀୟ ରେଳବାଇ ପକ୍ଷରୁ ଟିକଟେ୍ ବୁକିଂର ନିୟମ ପରିର୍ବତ୍ତନ କରାଯାଇଛି । ବର୍ତ୍ତମାନ ୧୨୦ ଦିନ ପରିବର୍ତ୍ତେ ଲୋକେ ୬୦ ଦିନ ପୂର୍ବରୁ ଟିକେଟ ବୁକିଂ କରିପାରିବେ । ଏହି ନିୟମ ନଭେମ୍ବର ୧ ତାରିଖରୁ ଲାଗୁ ହେବ । ବିଦେଶୀ ପର୍ଯ୍ୟଟକ ବର୍ଷେ ପୂର୍ବରୁ କରିପାରିବେ ଟିକେଟ ବୁକିଂ ।ବର୍ତ୍ତମାନ

ସାତକୋଶିଆକୁ ଖୁବଶୀଘ୍ର ଆସିବେ ମହାବଳ।

ସାତକୋଶିଆକୁ ଖୁବଶୀଘ୍ର ଆସିବେ ମହାବଳ। ବ୍ୟାଘ୍ର ଅଭୟାରଣ୍ଯକୁ ୧୨ ରୁ ୧୬ ମହାବଳ ବାଘ ଅଣାଯିବ । ପାଞ୍ଚ ବର୍ଷରେ ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ମହାବଳ ବାଘ ଅଣାଯିବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ଏଥିପାଇଁ ବନ ବିଭାଗ ଭିତ୍ତିଭୂମି ସୁଦୃଢ଼ କରିଛି ।

ଓମଫେଡ୍ ପରିବର୍ତ୍ତେ ଶୁଦ୍ଧ ଗୁଆ ଘିଅରେ ପ୍ରସ୍ତୁତ ହେଉ ମହାପ୍ରସାଦ

ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପାଇଁ ମୋଦିଙ୍କୁ ଚିଠି ପ୍ରଦାନ । ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ସୁଆର ମହାସୁଆର ସେବାୟତ ନିଯୋଗ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅମୃତମଣୋହୀ ଜମିରେ ଗାଈ ଫାର୍ମ କରାଯିବା

୨୨ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ! 

ଭୁବନେଶ୍ୱର(ରାଜ୍ୟକାହାଣୀ) ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଓଡ଼ିଶା ଉପରେ ଏହାର ପ୍ରଭାବ ନଥିବାରୁ ରାଜ୍ୟରେ ପାଗ ଶୁଖିଲା ରହିଛି। ତେବେ ଆସନ୍ତା ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା

ମାଛ ଧରି ଫେରିବା ବେଳେ ସମୁଦ୍ରରେ ବୁଡ଼ିଲା ଡଙ୍ଗା

ଭୁବନେଶ୍ୱର(ରାଜ୍ୟକାହାଣୀ)ମାଛ ଧରି ଫେରିବା ବେଳେ ସମୁଦ୍ରରେ ବୁଡ଼ିଲା ଡଙ୍ଗା ।ମାଛ ମାରିବାକୁ ଆଜି ସକାଳେ ଏକ ଡଙ୍ଗାରେ ୬ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିଲେ। ସେଠାରୁ ସେମାନେ ଇଲିସି ମାଛ ମାରି କୂଳକୁ ଫେରୁଥିଲେ। ମାତ୍ର ତାଳସାରୀ ବେଳାଭୂମି ଠାରୁ ପାଖାପାଖି ୩ କିମି ସମୁଦ୍ର ଭିତରେ ଥିବା

ମହାପ୍ରଭୁଙ୍କ ୧୨ କୋଟିର ଲଘୁ ଖଣିଜ ଚୋରି ମାମଲା

ଭୁବନେଶ୍ୱର(ରାଜ୍ୟକାହାଣୀ) ମହାପ୍ରଭୁଙ୍କ ଖଣିରୁ ବେଆଇନ ଖଣିଜ ସମ୍ପଦ ଉତ୍ତୋଳନରେ ଚାଲିଥିଲା ମହା ଦୁର୍ନୀତି । କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟି ନେଇଛନ୍ତି ଲିଜଧାରୀ । ପ୍ରମାଣ ମିଳିବା ପରେ ୧୯ ଜଣଙ୍କ ରୟାଲଟି ବାତିଲ କରିବା ସହ ଜରିମାନା କରାଯାଇଛି । ସୂଚନା ମୁତାବକ, ଧାର୍ଯ୍ୟ

ପୁରୀରେ ଆନ୍ଦେଳନକୁ ଓହ୍ଲାଇଲେ ହବିଷ୍ୟାଳୀ

ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ ତେବେ ପୁରୀରେ ହବିଷ୍ୟାଳୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ବୃନ୍ଦାବତୀ ନିବାସ ସାମ୍ନାରେ ଏକାଧୀକ ହବିଷ୍ୟାଳି ଏକାଠି ହୋଇ ଆନ୍ଦୋଳନ କରିଛନ୍ତି। କିଛି ପଞ୍ଜିକରଣ କରି ନଥିବା ହବିଷ୍ୟାଳିମାନେ ରହଣୀ ଦାବି କରି ଆନ୍ଦୋଳନ କରୁଛନ୍ତି। ଏନେଇ ଘଟଣାସ୍ଥଳରେ

ଜଷ୍ଟିସ୍ ସଂଜୀବ ଖାନ୍ନା ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି |

ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀନ ଖାନ୍ନା ହୋଇପାରନ୍ତି ପରବର୍ତ୍ତୀ ପ୍ରଧାନ ବିଚାରପତି(ସିଜେଆଇ)। ସିଜେଆଇ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଜଷ୍ଟିସ ଖାନ୍ନାଙ୍କ ନାମ ସୁପାରିସ କରିବା ପରେ ଏ ନେଇ

ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟଙ୍କ ପରଲୋକ

କେନ୍ଦ୍ରାପଡା ର ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟ ଙ୍କ ପରଲୋକ | ପ୍ରଭାତ ଙ୍କ ଦେହାନ୍ତ ନେଇ ସାନ ପୁଅ ସିଦ୍ଧାର୍ଥ ସାମନ୍ତରାୟ ଙ୍କ ସୂଚନା | ୭୮ ବର୍ଷ ବୟସରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ମୃତ୍ୟୁ ହୋଇଥିବା ନେଇ ସୂଚନା |ପ୍ରଭାତ କୁମାର ସାମନ୍ତରାୟ ୧୯୫୦ ମସିହାର