ଆଜି ପ୍ରକାଶ ପାଇଲା ୨୦୨୨ ମସିହାର ଓଏଏସ୍‌ ରେଜଲ୍ଟ।  

ଭୁବନେଶ୍ୱର(ରାଜ୍ୟକାହାଣୀ) ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୨-୨୩ର ରେଜଲ୍ଟ ପ୍ରକାଶ କରିଛି ଓଡିଶା ଲୋକସେବା ସେବା ଆୟୋଗ । ମୋଟ୍‌ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ୪୨୫ ଜଣ ପୁଅ ଏବଂ ୨୫୮ ଜଣ ଝିଅ ନିଯୁକ୍ତି ପାଇବେ ।ଟପ୍‌ ଟେନ୍‌ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି।

ମାଓବାଦୀଙ୍କ ଲ୍ୟାଣ୍ଡମାଇଁନ ବିସ୍ପୋରଣ, ଦୁଇ ଜବାନ ଗୁରୁତର

ଭୁବନେଶ୍ୱର(ରାଜ୍ୟକାହାଣୀ)ଛତିଶଗଡ଼ର ନାରାୟଣପୁର ଜିଲାର ଅବୁଝମାଡ଼ସ୍ଥିତ ମୋହନ୍ଦୀରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଆଇଟିବିପିର ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ମାଓ ଦମନ ଅପରେସନରୁ ଫେରୁଥିବା ବେଳେ ମାଓବାଦୀ କରିଥିଲେ ଲ୍ୟାଣ୍ଡମାଇଁନ ବିସ୍ପୋରଣ ।

ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁଣି ଚାକିରି ଦେବେ ସରକାର

ଭାରତୀୟ ରେଳ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। ରେଳ ବୋର୍ଡ ବିଭିନ୍ନ କ୍ଷେତ୍ରରେ ୨୫୦୦୦ ପଦବୀ ପୂରଣ ପାଇଁ ନିଯୁକ୍ତି ଆରମ୍ଭ କରିଛି। ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁନଃ-ନିଯୁକ୍ତ କରି ଖାଲିଥିବା ସ୍ଥାନଗୁଡିକ ସାମୟିକ ଭାବରେ ପୂରଣ କରିବା ପାଇଁ ଏଥିରେ ଏକ

ମୋ ପୁଅ କ୍ଷମା ମାଗିବ ନାହିଁ.. ସେ ଜୀବନରେ ଅସରପା ବି ମାରିନି’ : ସଲମାନଙ୍କ ବାପା

ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ କ୍ଷମା ମାଗିବାର ଆବଶ୍ୟକତା ନାହିଁ କାରଣ ସେ ଆଜି ପର୍ଯ୍ୟନ୍ତ ଏକ ଅସରପା ମାରି ନାହାଁନ୍ତି। ସଲମାନଙ୍କ ଦ୍ୱାରା ପ୍ରତିଷ୍ଠିତ NGO ‘Being

ବାଣ ଭିଡୁଥିଲେ ଦଶମ ଶ୍ରେଣୀ ଛାତ୍ର; ହେଲା ବଡ ବିସ୍ଫୋରଣ

ଭୁବନେଶ୍ୱର(ରାଜ୍ୟକାହାଣୀ) ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ । ଗଂଜାମ ଜିଲ୍ଲା ଖଲିକୋଟ ମାଣିକପୁର ଗାଁରେ ବିସ୍ଫୋରଣ । ଆହତଙ୍କ ମଧ୍ୟରେ ୪ ଜଣଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ ।ଖଲ୍ଲିକୋଟ ଥାନା ମାଣିକପୁର ଗାଁ ନୂଆ ସାହିଠାରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ରହିଛି ଗୋଟିଏ

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,୨୩ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର(ରାଜ୍ୟକାହାଣୀ) ବଙ୍ଗୋପସାଗରରେ ବଢୁଛି ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା, ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ପୂର୍ବାନୁମାନ କରିଛନ୍ତି। ଏହି ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ଉପରି ଭାଗରେ ୫.୮ କିମି ପର୍ଯ୍ୟନ୍ତ ବ୍ୟାପ୍ତ

ପରିବର୍ତ୍ତନ ହେବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ।

ଭୁବନେଶ୍ୱର(ରାଜ୍ୟକାହାଣୀ) ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ । ଏନେଇ ଦୁଇ ଦିନ ଭିତରେ ଗାଇଡ ଲାଇନ ଆଣୁଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ଏହି ଯୋଜନାରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ, ପଞ୍ଚାୟତ ପ୍ରତିନିଧିଙ୍କୁ

ଗୌତମ ଆଦାନୀଙ୍କ ଆପ୍‌ରେ ସବୁ ସୁବିଧା ଉପଲବ୍ଧ 

ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି ଆପ୍‌ ଲଞ୍ଚ ହୋଇଛି ଯାହାଦ୍ୱାରା ଆପଣ ଶସ୍ତାରେ ଟ୍ରେନ୍‌, ବସ୍‌ ଓ ବିମାନ ଟିକେଟ୍‌ ବୁକିଂ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ପ୍ରିମିୟମ ଚାର୍ଜ ଦେବାକୁ ପଡିବନାହିଁ। ଏହି ଆପ୍‌ର ନାଁ ହେଉଛି ଆଦାନୀ ଓ୍ବାନ ଆପ୍‌। ଏଥିରେ ଆପଣ

ରାଜଧାନୀରେ ପୁଣି ଠାବ ହେଲା ସେକ୍ସ ରାକେଟ୍ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜଧାନୀରେ ପୁଣି ଠାବ ହେଲା ସେକ୍ସ ରାକେଟ୍ । ଭୁବନେଶ୍ୱରରେ ଏକ ସେଲୁନ୍ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ୍ । ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ପୋଲିସର ରେଡ୍ ପରେ ଏଭଳି କାଣ୍ଡ ସାମ୍ନାକୁ ଆସିଛି ।

ପ୍ରଚଣ୍ଡ ଶବ୍ଦରେ ଥରିଲା ସାରା ମୟୂରଭଞ୍ଜ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ପ୍ରଚଣ୍ଡ ଶବ୍ଦରେ ଥରିଲା ସାରା ମୟୂରଭଞ୍ଜ । ଗତକାଲି ସନ୍ଧ୍ୟାରେ ୧୨୦ ମିନିଟ୍ ଧରି ଥରହର ହେଲା । ୭ ମିନିଟ୍‌ରେ ଆଜି ୪୪୧୫ ଥର ବଜ୍ରପାତ ହୋଇଥିବା ଦାମିନି ଆପ୍ ରେକର୍ଡ କରିଥିଲା । ବଜ୍ରପାତର ଶବ୍ଦ ଏତେ ଜୋର୍ ଥିଲା ଯେ ଲୋକେ ଘରେ କବାଟ କିଳି ଦେଇଥିଲେ । ଜିଲ୍ଲା