ଅଷ୍ଟ୍ରେଲିଆର ଜବରଦସ୍ତ ବ୍ୟାଟିଂ : ୨୩ ଓଭର ଶେଷ ସୁଦ୍ଧା ୧୫୬-୦

ମୁମ୍ବାଇ(ରାଜ୍ୟକାହାଣୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମଙ୍ଗଳବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଭାରତର ୨୫୬ରନର ବିଜୟ ଲକ୍ଷ୍ୟକୁ ପିଛା କରି କଙ୍ଗାରୁ ଦଳ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛି । ୨୩ ଓଭର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ କୌଣସି ୱିକେଟ ନହରାଇ ୧୫୬ରନ ସଂଗ୍ରହ କରିଛି । ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣର ଓ ଆରୋନ ଫିଞ୍ଚ ଉଭୟ ଅର୍ଦ୍ଧଶତକ କରି ଖେଳୁଛନ୍ତି।

Leave A Reply

Your email address will not be published.