୮ ଶହ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ସଂଗ୍ରହାଳୟ ପ୍ରତିଷ୍ଠା ହେବ

ରାଜ୍ୟ କାହାଣୀ (ଭୁବନେଶ୍ଵର)ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥରେ ୮ ଶହ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ଯାହା ଓଡିଶାେ ଐତିହାସିକ, ପ୍ରତ୍ନତାତ୍ତ୍ୱିକ ଏବଂ ମାନବତତ୍ତ୍ୱ ଭିତ୍ତିକ ଐତହିୟକକୁ ପ୍ରଦର୍ଶିତ  କରିବ। ଏହା ପର୍ଯ୍ୟଟନ ଓ ସଂସ୍କୃତି ଗବେଷଣା କୁ  ନୂଆ ଦିଗ ଦେବା ସହ ଓଡ଼ିଶାର ଯୁବପିଢି, ଗବେଷକ ଓ ଓଡ଼ିଶା ବାହାରର ଜିଜ୍ଞାସୁମାନଙ୍କୁ ଓଡିଶାକୁ ଭଲଭାବେ ଜାଣିବାକୁ ସାହାର୍ଯ୍ୟ କରିବ।

You might also like