ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ

ରାଜ୍ୟ କାହାଣୀ (ଭୁବନେଶ୍ୱର )ଶ୍ରୀମନ୍ଦିରରେ ଏଥର ଧାଡ଼ିରେ ହେବ ମହାପ୍ରଭୁଙ୍କ ଦର୍ଶନ। ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ ଏହି ଧାଡ଼ି ଦର୍ଶନ।ମ୍ୟାନେଜିଙ୍ଗ କମିଟି ଗଠନ ସରିବା ପରେ ପ୍ରଥମ ମିଟିଂରେ ହୁଣ୍ଡି ଶିଫ୍ଟ ପରେ ଧାଡି ଦର୍ଶନ ଆରମ୍ଭ ହେବ । ମନ୍ଦିର ପ୍ରଶାସନ ପ୍ରସ୍ତୁତ ଅଛି ଖୁବ ଶୀଘ୍ର ଧାଡି ଦର୍ଶନ ଆରମ୍ଭ ହେବ । ୩ ରୁ ୪ ଦିନ ଭିତରେ କମିଟି ଗଠନ ଶେଷ ହେବ। ଏହା ପରେ ବୈଠକ ବସିବ ବୋଲି କହିଛନ୍ତି ଆଇନମନ୍ତ୍ରୀ |

You might also like