ନବ ଦାସ ହତ୍ୟା ମାମଲା: ଗୁଳିମାଡ ଦେଖି ନଥିବା କହିଲେ ପିଏସଓ

ଭୁବନେଶ୍ୱର (ରାଜ୍ୟକାହାଣୀ )ନବ ଦାସ ହତ୍ୟା ମାମଲାରେ ପିଏସଓ ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ । ଝାରସୁଗୁଡା ଏଡିଜେରେ ସାକ୍ଷ୍ୟ ପ୍ରଦାନ କଲେ ପିଏସଓ ମିତ୍ରଭାନୁ ଦେଓ । ସେ କହିଛନ୍ତି ମୁଁ ଗୁଳିମାଡ଼ ଦେଖିନି। ନବ ଦାସଙ୍କ ଗାଡ଼ିରେ ବସି ନଥିଲି, ମୁଁ ପଛ ଗାଡ଼ିରେ ବସିଥିଲି। ଯେତେବେଳେ ବାଣ ଫୁଟିବା ଭଳି ଶବ୍ଦ ହେଲା, ସେତେବେଳେ ମୁଁ ଆସି ଦେଖିଲି ନବ ଦାସ ତଳେ ପଡ଼ି ଯାଇଛନ୍ତି। ନବଙ୍କୁ ଗୁଳିମାଡ଼ କିଏ କରିଛି, ମୁଁ ଦେଖିନି।

You might also like