ଏହି ଅଭିନେତାଙ୍କ ପାଇଁ ନୋରାଙ୍କର ପ୍ରେମ ପ୍ରତି ବିଶ୍ବାସ ଉଠିଯାଇଛି

ମୁମ୍ବାଇ() ବଲିଉଡ୍‌ର ହଟ୍‌ କ୍ବନ୍ ନୋରା ଫତେହି ଜବରଦସ୍ତ ଆଇଟମ୍‌ ନମ୍ବର କରି ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିସାରିଛନ୍ତି।

ରିପୋର୍ଟ ଅନୁସାରେ ନୋରା ଫତେହି ପପୁଲାର ଅଭିନେତା ଅଙ୍ଗଦ ବେଦିଙ୍କ ସହ ରିଲେସିପ୍‌ରେ ଥିଲେ। ଅଙ୍ଗଦ ବିବାହ କରିବା ପୂର୍ବରୁ ନୋରାଙ୍କ ସହ ୩ ବର୍ଷ ଧରି ରିଲେସନଶିପ୍‌ରେ ଥିଲେ। ଉଭୟଙ୍କ ସମ୍ପର୍କ ଖୁବ ଭଲ ଭାବେ ଚାଲିଥିଲା। ହେଲେ ହଠାତ୍‌ ଗତ ବର୍ଷ ଅଙ୍ଗଦ ନେହା ଧୂପିଆଙ୍କୁ ବିବାହ କରିଥିଲେ।

ନୋରା ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ନିଜ ବଏଫ୍ରେଣ୍ଡଙ୍କ ପାଇଁ ସବୁ କିଛି କରୁଥିଲେ, ତାଙ୍କର ସବୁ କଥା ମାନୁଥିଲେ। ହେଲେ ବଦଳରେ ତାଙ୍କୁ ଧୋକା ମିଳିଥିଲା। ଏହି ଘଟଣା ପରଠୁ ନୋରାଙ୍କର ପ୍ରେମ ପ୍ରତି ସବୁ ଧାରଣା ବଦଳିଗଲା ଓ ବିଶ୍ବାସ ଉଠିଗଲା।

Leave A Reply

Your email address will not be published.