ଇଭେଣ୍ଟରେ ଫାଟିଗଲା ସ୍ୱାମୀଙ୍କ ପ୍ୟାଣ୍ଟ, ସ୍ତ୍ରୀ କଲେ ଏଭଳି କାମ

ମୁମ୍ବାଇ(ରାଜ୍ୟ କାହାଣୀ ) ଦ କପିଲ ଶର୍ମା ଶୋ’ରେ ପହଞ୍ଚି ଦୀପିକା ନିଜ ଜୀବନର ଅନେକ ରାଜ୍ ବିଷୟରେ ଖୁଲାସା କରିଛନ୍ତି । ସେ କହିଥିଲେ ପତିଙ୍କ ବଦମାସୀ ପାଇଁ ମତେ ସବୁବେଳେ ସାବଧାନ ରହିବାକୁ ପଡିଥାଏ। ଦୀପିକା ଏହା ମଧ୍ୟ କହିଛନ୍ତି, ‘ଆମେ ବାର୍ସିଲୋନାର ଏକ ମ୍ୟୁଜିକ୍ ଫେଷ୍ଟଭାଲରେ ଥିବା ସମୟରେ ରଣବୀର ଏଭଳି ଅଜୀବ୍ ଡ୍ୟାନ୍ସ କରିବା ସମୟରେ ତାଙ୍କର ପ୍ୟାଣ୍ଟ ଫାଟି ଯାଇଥିଲା। ଏହି ସମୟରେ ମୁଁ ଏହି ଫେଷ୍ଟିଭାଲ ମଝିରେ ତାଙ୍କର ପ୍ୟାଣ୍ଟ ସିଲେଇ କରିବା ବେଳେ ମୋ ଚାରିପଟେ ଲୋକମାନେ ନାଚିଥିଲେ।

ଦୀପିକା ଏବଂ ରଣବୀର ବହୁତ ସମୟ ପରସ୍ପର ଡେଟ୍ କରିବା ପରେ ୨୦୧୮ ବର୍ଷ ବିବାହ କରିଥିଲେ।

Leave A Reply

Your email address will not be published.